ଖଣ୍ଡଗିରିରୁ ୨ ନିଶା ବେପାରୀ ଗିରଫ : ୭୦ଗ୍ରାମ୍ ବ୍ରାଉନ୍‌ସୁଗାର, ୮୦ ହଜାର ଟଙ୍କା ଜବତ

ଭୁବନେଶ୍ବର : ‘ହ୍ବାଇଟ୍ ସ୍ପାଇଡର’ ଅଭିଯାନରେ କମିସନରେଟ୍ ପୁଲିସକୁ ପୁଣି ଏକ ସଫଳତା ମିଳିଛି। ଆଜି ସକାଳୁ ଖଣ୍ଡଗିରି ଥାନା ପୁଲିସ ସ୍ଥାନୀୟ ତପୋବନ ବସ୍ତିରୁ ଜଣେ ମହିଳାଙ୍କ ସମେତ ୨ ବ୍ରାଉନ୍‌ସୁଗାର ବେପାରୀଙ୍କୁ ଗିରଫ କରିଛି। ସେମାନେ ହେଲେ ନୟାଗଡ଼ ନରସିଂହପ୍ରସାଦର ରୀନା ଜେନା(୪୨) ଓ କୋଳଥିଆର ଜ୍ୟୋତିରଂଜନ ପଟ୍ଟନାୟକ(୩୦)। ସେମାନଙ୍କ ପାଖରୁ ୭୦ ଗ୍ରାମ୍ ବ୍ରାଉନସୁଗାର, ନଗଦ ୮୦ହଜାର ଟଙ୍କା, ୨ଟି ମୋବାଇଲ ଫୋନ୍‌ ଓ ଗୋଟିଏ … Continue reading ଖଣ୍ଡଗିରିରୁ ୨ ନିଶା ବେପାରୀ ଗିରଫ : ୭୦ଗ୍ରାମ୍ ବ୍ରାଉନ୍‌ସୁଗାର, ୮୦ ହଜାର ଟଙ୍କା ଜବତ